ପୁରୀ ଶରଧାବାଲି ଦଳାଚକଟା ସମୟର ଯାହା ଭିଡିଓ କିମ୍ବା ତଥ୍ୟ ଅଛି [email protected] ମେଲ୍ରେ ପଠାଇପାରିବେ କହିଛନ୍ତି ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗ।
ଅନେକ ଲୋକ ଦଳାଚକଟା ସମୟର ଭିଡିଓ କରିଥିଲେ, କେହି ନିଜେ ଭେଟି ତଥ୍ୟ ଦେବାକୁ ଚାହୁଁଥିଲେ ରାଜ୍ୟ ଅତିଥି ଭବନ ଭୁବନେଶ୍ବର ଓ ପୁରୀ ସ୍ପେଶାଲ୍ ସର୍କିଟ ହାଉସ୍ରେ ଦେଇପାରିବେ। ଏସବୁ ଭିଡିଓ ତଦନ୍ତରେ ସହଯୋଗ କରିବ, ତଦନ୍ତକୁ ନେଇ ଏବେଠୁ କହିହେବନି କହିଛନ୍ତି ଅନୁ।