ପୁରୀ ଠାରୁ ୧୦୨୦ କିମି ଦୂରରେ ବାତ୍ୟା ‘ଅସନୀ’

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସନୀ’ ଆଜି ସକାଳେ ପୁରୀ ଠାରୁ ଦକ୍ଷିଣ -ଦକ୍ଷିଣ ପୂର୍ବରେ 1020 କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି l ଏହା ଘଣ୍ଟା ପ୍ରତି 6 କିମି ବେଗରେ ଅଗ୍ରସର ହେଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes