ସକାଳ ୬ଟାରୁ ବିଜେଡିର ହରତାଳ ଆରମ୍ଭ ହୋଇଥିବା ବେଳେ ଘରୋଇ ବସ୍ ଚଳାଚଳ ପ୍ରଭାବିତ ହୋଇଛି।
ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ହରତାଳ ଜାରି ରହିଛି।ପିପିଲି ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଲୋକେ।
Credible Local News of Odisha