ପୁରୀ କେନାଲରେ ବୁଡ଼ି ଜଣେ ଛାତ୍ର ନିଖୋଜ

ବାଲିଅନ୍ତା ଅଲାରପୁର ନିକଟରେ ବୁଡ଼ି ଯାଇ ଛାତ୍ର ନିଖୋଜ ଅଛି।

୬ ଛାତ୍ର ବୁଲିବାକୁ ଆସିଥିଲା ବେଳେ ଜଣେ ପାଣିରେ ବୁଡ଼ିଯାଇଥିଲା। ଛାତ୍ର ଜଣଙ୍କ ଝାରପଡ଼ା ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ଖୋଜାଖୋଜି ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes