ପୁରୀରେ ଯୁବକଙ୍କୁ ହତ୍ୟା ଘଟଣାରେ ଆଉ ୨ ଅଟକ

ପୁରୀ ଜିଲ୍ଲା କାକୁଡ଼ିଖାଇ ଛକରେ ଗୁଳିକରି ଯୁବକଙ୍କୁ ହତ୍ୟା ଘଟଣାରେ
ଆଉ ୨ ଜଣଙ୍କୁ ଅଟକ ରଖି ସିଂହଦ୍ୱାର ଥାନା ପୁଲିସର ପଚରାଉଚରା କରୁଛି।

ଏହି ଘଟଣାରେ ଗତକାଲିରୁ ଚନ୍ଦନ ବାରିକ ନାମକ ଜଣେ ଯୁବକ ଅଟକ ଅଛନ୍ତି। ମାମଲାରେ ଏଯାଏଁ ମୋଟ ୩ ଜଣଙ୍କୁ ଅଟକ ରଖିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version