ପଶ୍ଚିମବଙ୍ଗର ଟିଏମସି ବିଧାୟକ ଦିଲ୍ଲୀପ ମଣ୍ଡଳକୁ ପୁରୀର ଏକ ହୋଟେଲରୁ ଗିରଫ କରିଛି ଏସଟିଏଫ୍। ଦିଲ୍ଲୀପଙ୍କୁ ଗିରଫ କରି ପଶ୍ଚିମବଙ୍ଗ ନେଲା STF।
ମମତା ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦିଲ୍ଲୀପ। ପୂର୍ବରୁ ଦିଲ୍ଲୀପଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ଗିରଫ ହୋଇଥିଲେ।
Credible Local News of Odisha