ପୁରୀ ସହରର ଏମାର ମଠ କାକୁଡିଖାଇ ଛକ ପାଖରେ ଆଜି ସନ୍ଧ୍ୟାରେ ଦୁଇଜଣ ଦୁର୍ବୃତ୍ତଙ୍କ ଦୁଇ ରାଉଣ୍ଡ ଗୁଳି ମାଡ଼ରେ ତଳୁଛ ସାହିର ଶିବରାମ ପାତ୍ର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି l
Credible Local News of Odisha