ପୁରୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଜଗନ୍ନାଥ ଦର୍ଶନ କଲେ

ବିଜେପି ବୈଠକରେ ଯୋଗଦେବାକୁ ପୁରୀ ଆସିଥିବା କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଶ୍ରୀମନ୍ଦିର ଯାଇ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି l
ଏଥିସହ କେନ୍ଦ୍ରମନ୍ତ୍ରୀ ବୀରପ୍ରତାପପୁର ଗ୍ରାମକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes