ପୁରୀରେ ଏଏସଆଇ ସୁପରିଟେଣ୍ଡେଣ୍ଟ

ପୁରୀ ଜିଲ୍ଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ଆଜି ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ଏଏସଆଇର ହାଇକୋର୍ଟରେ ସତ୍ୟପାଠ ପରେ ପ୍ରଥମ ଥର ପାଇଁ ଏଏସଆଇ ସୁପରିଟେଣ୍ଡେଣ୍ଟ ପୁରୀରେ ପହଞ୍ଚିଛନ୍ତି। ଉଭୟ ଏଏସଆଇର ବୈଠକରେ ଯୋଗଦେବେ। ଯାତ୍ରୀ ପରିକ୍ରମା ମାର୍ଗକାର୍ଯ୍ୟ ଅନୁଧ୍ୟାନ କରିବା ସମ୍ଭାବନା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes