ବ୍ରାଉସୁଗାର ସହ ୧ ଲକ୍ଷ ୬୨ ହଜାର ଟଙ୍କା ଓ ତିନିଟି ବାଇକ ମଧ୍ୟ ଜବତ କରିଛି ପୋଲିସ। ଗିରଫ ୩ ଜଣ ଚନ୍ଦନପୁର ଅଞ୍ଚଳର ହୋଇଥିବା ବେଳେ ଖୋର୍ଦ୍ଧାରୁ ଆଣି ବିକ୍ରି କରୁଥିଲେ।
ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୭ ହଜାର ଟଙ୍କା।
Credible Local News of Odisha