ପୁରୀରୁ ଅଯୋଧ୍ୟା ଚାଲିବ ସ୍ବତନ୍ତ୍ର ଟ୍ରେନ୍‌

ଜୁଲାଇ-ଅଗଷ୍ଟ ମାସରେ ପୁରୀ-ଅଯୋଧ୍ୟା ଟ୍ରେନ୍‌ ଶୁଭାରମ୍ଭ କରାଯିବ ବୋଲି ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି।

ପୁରୀ ମିଟିଂରେ ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।ଏହା ସହ ପୁରୀ-କୋଣାର୍କ ରେଳ ପ୍ରକଳ୍ପ ଆରମ୍ଭ ହେବ କହିଲେ ରେଳ ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes