ପୁନଃବ୍ୟବହାର ହେବ ଡ୍ରେନ୍‌ ପାଣି : ମନ୍ତ୍ରୀ

ଡ୍ରେନ୍‌ ପାଣି ପୁନଃବ୍ୟବହାର କରିବାକୁ ନଗର ଉନ୍ନୟନ ବିଭାଗ ଯୋଜନା କରୁଥିବା ନେଇ ସୂଚନା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ନାଳ ନର୍ଦ୍ଦମାର ଦୂଷିତ ଜଳକୁ ବିଶୋଧନ କରାଯାଇ ବ୍ୟବହାର କରାଯିବ। ବିଶୋଧିତ ଜଳକୁ କୃଷି, ଅଗ୍ନିଶମ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯିବ। ସହରାଞ୍ଚଳରେ ପୁଷ୍କରିଣୀ ପୁନରୁଦ୍ଧାର ହୋଇ ସୌନ୍ଦର୍ଯ୍ୟକରଣ କରାଯିବ କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes