ପୁଣି ମନ୍ତ୍ରୀ ପଦକୁ ଫେରିଲେ ଅତନୁ ସବ୍ୟସାଚୀ ନାୟକ June 5, 2022 by Odisha ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ପୁନର୍ବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି l