ପୁଣି ଭୁବନେଶ୍ୱରରୁ ଝାରସୁଗୁଡା ଉଡ଼ିବ ବିମାନ

କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାଣିଜ୍ୟ ଏବଂ ପରିବହନ ବିଭାଗର ମିଳିତ ଉଦ୍ୟମରେ ଆସନ୍ତା ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ବିମାନ ସେବା।

ସପ୍ତାହକୁ ୫ ଦିନ ଚାଲିବ ଏହି ସେବା । ରବି ଓ ସୋମବାରକୁ ଛାଡ଼ି ଅନ୍ୟ ସବୁଦିନ ଉଡ଼ିବ ବିମାନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes