ପୁଣି ଭିଡିଓ ପୋଷ୍ଟ କରି ଦୁଃଖ ଜଣାଇଲେ ଅନୁଭବ

ଅଭିନେତା ତଥା ସଂସଦ ଅନୁଭବ ମହାନ୍ତି ଆଜି ପୁଣି ଏକ ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ନିଜ ମନର ଦୁଃଖ ଜଣାଇଛନ୍ତି l

ସେ କହିଛନ୍ତି, ମୁଁ ଏବେ ଏକ ମରିଯାଇଥିବା ଲୋକର ଜୀବନ ବଞ୍ଚୁଛି l ମୋତେ କଣ ଆଉ ମାରିବ l ମୁଁ ମରିବାକୁ ଡରିନାହିଁ l ଅନେକ କଥା କହିବାର ଅଛି l କିନ୍ତୁ ସମ୍ବିଧାନ ମୁହଁ ବନ୍ଦ କରି ରଖିଛି l ତାକୁ ଉଲ୍ଲଙ୍ଘନ କରି ଆଉ ବିବାଦରେ ଫସିବାକୁ ଚାହୁଁନାହିଁ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes