ପୁଣି ବଢିଲା ଯୁକ୍ତଦୁଇ ନାମଲେଖା ଆବେଦନ ଅବଧି

ଆସନ୍ତା ୩୦ ତାରିଖ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୬ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ।

୭ରୁ ୧୩ ତାରିଖ ମଧ୍ୟରେ ନାମଲେଖା ହେବ । ଜୁଲାଇ ୧୯ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା, ୨୦ରୁ ୨୨ ମଧ୍ୟରେ ଆଡମିଶନ । ଅଗଷ୍ଟ ପହିଲାରୁ ହେବ ପାଠପଢା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes