୨୦୨୪-୨୫ ଶିକ୍ଷାବର୍ଷରେ ୯ମ ଓ ୧୦ମର ସବୁଠୁ ଅଧିକ ପିଲା ପାଠ ଛାଡିଛନ୍ତି। ନବମ ଓ ଦଶମ ଶ୍ରେଣୀରେ ୧୨.୫ % ଝିଅ, ୧୭.୩ % ପୁଅ ପାଠ ଛାଡ଼ିଛନ୍ତି।
ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୩.୨% ଡ୍ରପ୍ ଆଉଟ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ୦.୭% ପିଲା ପାଠ ପଢା ଛାଡିଛନ୍ତି।
Credible Local News of Odisha