ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଦିନେ ପୂର୍ବରୁ ଦିଲ୍ଲୀ ଗସ୍ତରୁ ଓଡ଼ିଶା ଫେରିଥିଲେ ମନମୋହନ। ପୁଣି ଦିଲ୍ଲୀ ଗସ୍ତନେଇ ଚର୍ଚ୍ଚା ଜୋର ଧରିଛି।
Credible Local News of Odisha