ସ୍ଥାନୀୟ ଏନଏଚ ୪୯ ର ଜୁଡ଼ିଆ ଘାଟିରୁ ପୁଣି ଥରେ ମାଟି ଅତଡା ସହିତ ପଥର ଖସିବା ଫଳରେ ଯାତାୟତ ବ୍ୟାହତ ହୋଇଛି। ଅଳ୍ପକେ ଯାତାୟତ କରୁଥିବା ଗାଡ଼ି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। କିଛି ଦିନ ବ୍ୟବଧାନରେ ଏହା ଦ୍ଵିତୀୟ ଘଟଣା।

Credible Local News of Odisha