ପୁଅ ମନ୍ମଥ କଂଗ୍ରେସରୁ ନିର୍ବାଚନ ଲଢ଼ିବେ, ସୁରଙ୍କ ଘୋଷଣା

ଜଟଣୀ ବିଧାୟକ ସୁରେଶ ରାଉତରାୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ତାଙ୍କ ସାନପୁଅ ମନ୍ମଥ ରାଉତରାୟ ଆସନ୍ତା ନିର୍ବାଚନରେ ଜଟଣୀରୁ କଂଗ୍ରେସ ଟିକେଟରେ ଲଢ଼ିବେ l
ନିକଟରେ ସେ ବଡ଼ ପୁଅ ସିଦ୍ଧାର୍ଥଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କେବଳ ସୌଜନ୍ୟମୂଳକ ଥିଲା ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes