କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମେଡିକାଲରେ ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କ ଶବ ୧୩ ଘଣ୍ଟା ପରେ ଉଠିଛି।
ଭୁବନେଶ୍ୱରରେ ରହୁଥିବା ଏକମାତ୍ର ପୁଅ ଶବ ନେବାକୁ ରାଜି ହୋଇନଥିବାରୁ ଶେଷରେ ବାପାର ମୃତଦେହ ନେବାକୁ ରାଜି ହୋଇଥିଲା ସାନ ଝିଅ। ଏହାପରେ ଶବ ଉଠିଛି। ଗତକାଲି ରାତି ୧୦ଟାରେ ହସ୍ପିଟାଲରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।