ପୁଅର ଶ୍ରାଦ୍ଧ ବାର୍ଷିକୀକୁ ଭିନ୍ନ ଢଙ୍ଗରେ ପାଳିଲେ ବାପା

କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ରପଶୁଧନ ଚିକିତ୍ସକ ଶକ୍ତି ପ୍ରକାଶ ସାହୁ ଙ୍କ ୨୦୨୧ ମସିହା ମେ ମାସ ରେ କରୋନା ରେ ମୃତ୍ୟୁ ଘଟିଥିଲା।ବୁଧବାର ତାଙ୍କର ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଅବସର ରେ ତାଙ୍କ ବାପା ଅବସର ପ୍ରାପ୍ତ ଶିକ୍ଷକ ପ୍ରହ୍ଲାଦ ଚନ୍ଦ୍ର ସାହୁପୁତ୍ର ଙ୍କ ଶ୍ରାଦ୍ଧ ବାର୍ଷିକୀରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅନ୍ତେବାସୀ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମ କୁ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ହିମାଂଶୁ ଶେଖର ମହାନ୍ତ, ଟାଙ୍ଗରପଡା ର ଅକ୍ଷୟ କୁମାର ସାହୁ, ମନୋରଞ୍ଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes