ପୁଅର ଆତ୍ମହତ୍ୟା ପରେ ଟ୍ରେନ ଆଗରେ ପ୍ରାଣ ହାରିଲେ ବାପା

ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ବେଲନାହାଳୀ ଗ୍ରାମର ସୁରେନ୍ଦ୍ର ବାଗ ଗତକାଲି ଜମସାରା ଲେଭଲ କ୍ରସିଂରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଗ୍ରାମର ଲୋକେ କହିଛନ୍ତି l

ଦୁଇଦିନ ତଳେ ସୁରେନ୍ଦ୍ରଙ୍କ ପୁଅ ମଧ୍ୟ ସମନ ଢଙ୍ଗରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ l ତେଣୁ ସୁରେନ୍ଦ୍ର ମାନସିକ ଭାରସାମ୍ୟ ହରାଇ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version