ପୁଅକୁ ହତ୍ୟା କରାଯାଇଥିବା ଫାଣ୍ଡିରେ ଅଭିଯୋଗ କଲେ ବାପା

ମହାନଦୀରେ ନରାଜ ନିକଟରେ ୨ ଛାତ୍ର ନିଖୋଜ ଘଟଣାରେ ପୁଅକୁ ହତ୍ୟା କରାଯାଇଥିବା ଫାଣ୍ଡିରେ ଅଭିଯୋଗ କରିଛନ୍ତି ବାପା।

ପୁଅକୁ ଅପହରଣ କିମ୍ବା ନଦୀକୁ ଠେଲି ହତ୍ୟା କରାଯାଇଥିବା ନେଇ ନିଖୋଜ ଛାତ୍ରଙ୍କ ମଧ୍ୟରୁ ଜଣକ ବାପା ଗୋଡ଼ିସାହି ଫାଣ୍ଡିରେ ଏତଲା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes