ପୁଅକୁ ବାପା ଓ ସାବତ ମା ହତ୍ୟା କରିଥିବା ଅଭିଯୋଗ

ଜଗତସିଂହପୁର ଜିଲ୍ଳାର ପାରାଦୀପ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମରେ 15 ବର୍ଷର ଜଣେ ପିଲାକୁ ତା ବାପା ଓ ସାବତ ମା ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି l

ଗାଁ ସ୍କୁଲ ପଛ ପାର୍ଶ୍ଵ ବାଡିରୁ ମୃତଦେହ ଉଦ୍ଧାର ପରେ ଘଟଣା ପଦାକୁ ଆସିଛି l 8/10 ବର୍ଷ ତଳେ ସମ୍ପୃକ୍ତ ବ୍ୟକ୍ତି ପ୍ରଥମ ପତ୍ନୀ ତଥା ମୃତ ବାଳକର ମା’କୁ ହତ୍ୟା ଅଭିଯୋଗରେ ଜେଲ ମଧ୍ୟ ଯାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version