ପୀରବଜାର ନିକଟରେ ବସ୍ ଦୁର୍ଘଟଣା

କଟକ ଜଗତପୁର ପୀରବଜାର ନିକଟରେ ଲୁହାରଡ୍ ବୋଝେଇ ପିକ୍ଅପ୍‌କୁ ପଛରୁ ଧକ୍କା ଦେଲା ବସ୍।

ବସ୍‌ରେ ଥିବା ୬ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version