ପୀତବାସ ପଣ୍ଡା ହତ୍ୟା; ମୋତେ ଫସେଇ ଦିଆଯାଇଛି କହିଲେ ବିକ୍ରମ ପଣ୍ଡା

ସ୍ବାସ୍ଥ୍ୟ ଖରାପ ପାଇଁ ଜେଲ୍‌ରୁ MKCG ସ୍ଥାନାନ୍ତର ବେଳେ କହିଛନ୍ତି ବିକ୍ରମ। ମୁଁ ନିର୍ଦ୍ଦୋଷ, ଅଯଥାରେ ଉଦ୍ଦେଶ୍ୟମୂଳକ ଭାବେ ଫସା ଯାଇଛି। ମୋତେ ଓ ବିଜେଡିକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି।ରାଜନୈତିକ ଉଦ୍ଦେଶ୍ୟ ରଖି ଏସବୁ କରାଯାଉଛି କହିଛନ୍ତି ବିକ୍ରମ ପଣ୍ଡା। ୪ ମାସ ହେଲା ଜେଲ୍‌ ଭିତରେ ବି ଅସୁବିଧା କରାଯାଉଛି। ନ୍ୟାୟପାଳିକା ଉପରେ ପୂରା ଭରସା ରହିଛି, ନ୍ୟାୟ ପାଇବି କହିଛନ୍ତି ବିକ୍ରମ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes