ପିସିସି ସଭାପତିଙ୍କୁ ଦିଲ୍ଲୀ ଡାକରା

ପିସିସିଙ୍କ ନୂଆ ଟିମ୍‌ରେ କିଏ କିଏ ସାମିଲ ହେବେ ସେନେଇ ଦିଲ୍ଲୀ ଯାଇ ହାଇକମାଣ୍ଡ ଓ ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା କରିବେ ପିସିସି ସଭାପତି ଶରତ ପଟ୍ଟନାୟକ।

ଦିଲ୍ଲୀରୁ ଫେରିବା ପରେ ଶରତଙ୍କ ନୂଆ ଟିମ୍ ଘୋଷଣା ହୋଇପାରେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version