ଏଣିକି ନିୟମ ଖିଲାପ କଲେ ସସପେଣ୍ଡ ଓ ଡିସଚାର୍ଜ ସହ ଜେଲ ଯିବେ।ଚନ୍ଦକା ଥାନାର ପିସିଆର କର୍ମଚାରୀ ଲାଞ୍ଚ ନେବାର ପ୍ରମାଣ ମିଳିଥିଲା।ପିସିଆରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି ଲାଗୁ ହେବ। ସେହିପରି ଅନ୍ୟ ସମସ୍ତ କର୍ମଚାରୀ ଧରାପଡିଲେ ଗିରଫ ସହ ଚାକିରିରୁ ବିଦା ହେବେ।
Credible Local News of Odisha