ପିସିଆରକୁ ଗୋଡ଼ାଇଲା ମଦ୍ୟପ ଯୁବକ, ଫଳ ଦୋକାନୀକୁ ଆକ୍ରମଣ

ଭୁବନେଶ୍ୱରର ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଅଞ୍ଚଳରେ ଆଜି ଅପରାହ୍ନରେ ଜଣେ ମଦ୍ୟପ ଯୁବକ ଜଣେ ଫଳ ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଛି l ଘଟଣାସ୍ଥଳକୁ ଯାଇଥିବା ପିସିଆର କର୍ମଚାରୀଙ୍କୁ ମଧ୍ୟ ମଦ୍ୟପ ଗୋଡାଉଥିବା ଦେଖିବାକୁ ମିଳିଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version