ପିନାକୀ ମିଶ୍ରଙ୍କ ଗାଡିକୁ କାଳି ମାଡ଼

ସାଂସଦ ପିନାକୀ ମିଶ୍ର ଆଜି ପୁରୀ ଗସ୍ତରେ ଥିବା ବେଳେ ଭିଆଇପି କଲୋନୀର ଝଡ଼େଶ୍ଵର ଛକ ପାଖରେ ତାଙ୍କ ଗାଡି ଉପରକୁ କେତେକ ଯୁବକ କାଳି ମାଡ଼ କରିବା ସହ କଳାପତାକା ପ୍ରଦର୍ଶନ କରିଛନ୍ତି l

ଏହି ଘଟଣାରେ ଆଠ ଜଣ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes