ପିକ ଅପ ଭ୍ୟାନ ଓଲଟି ୧୫ ଜଣ ଆହତ

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଭୁତୁଣୀରୁ ଏକ ପିକ ଅପ ଭ୍ୟାନରେ ପିଡ଼ିଏସ ଚାଉଳ ନେଇ ଲୋକମାନେ ଆସୁଥିବା ବେଳେ ସରେଇକେଲା ନିକଟରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଛି l

ଦୁର୍ଘଟଣାରେ ଆହତ ହୋଇଥିବା 15 ଜଣଙ୍କୁ ଡାକ୍ତରଖାନା ପଠାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes