ପିକଅପ୍ ଓଲଟି ଜଣେ ମୃତ, ୫ ଗୁରୁତର

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସିନ୍ଧେଇକେଲା ଥାନା ବୁଢିପଦର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

୫ ଗୁରୁତରଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ସିଲେତପଡାରୁ ଏକ ଭୋଜିରେ ଯୋଗଦେଇ ଫେରିବା ବେଳେ ଦୁର୍ଘଟଣା ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version