ପିଏସ୍ଓ ଫେରାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୁଲିସ ମାରିବା ପରେ ଆଉ ଭରସା ନଥିବା କହି ପିଏସ୍ଓ ଫେରାଇଛନ୍ତି ଜୟନାରାୟଣ।

ଓଡ଼ିଶା ପୁଲିସରେ କାର୍ଯ୍ୟରତ ପୁଲିସ ଅଧିକାରୀ ଅପରାଧରେ ଲିପ୍ତ ବୋଲି ଜୟନାରାୟଣ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version