କେନ୍ଦୁଝର ବାଉରୀପଦା ପଞ୍ଚାୟତ ଅଫିସ୍ ନିକଟରୁ ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା।
ଭତ୍ତା ବାଣ୍ଟିବାକୁ ଟଙ୍କା ନେଇ ଯାଉଥିଲେ ପିଇଓ। ସଦର ପୋଲିସ୍ ଘଟଣାର ତଦନ୍ତ କରୁଛି।
Credible Local News of Odisha