ପାୱାର ହାଉସ ଛକରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର ପାୱାର ହାଉସ ଛକରେ ପଛକୁ ପଛ ବାଡେଇ ହୋଇଛି ୪ ଗାଡି।

ସବୁଠାରୁ ପଛରେ ଥିବା କାର ବାଡେଇବା ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes