୧୨ ଅତିରିକ୍ତ ଡିଏସ୍ପି, ୨୩ ଏସିପି, ୪୧ ଇନ୍ସପେକ୍ଟର ନିୟୋଜିତ ହେବେ ବୋଲି ପ୍ରେସମିଟ୍ରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ସହରକୁ ୩ଟି ସେକ୍ଟରରେ ଭାଗ କରାଯାଇ ମୋବାଇଲ୍ ପାଟ୍ରୋଲିଂ ଚାଲିଛି, ୬ଟି ସ୍ଥାନରେ କଣ୍ଟ୍ରୋଲ ରୁମ୍ ଖୋଲିଛି, ଷ୍ଟ୍ରାଇକିଂ ଫୋର୍ସ ବି ଅଛନ୍ତି, ପୂଜା ଦେଖିବାକୁ ଗଲାବେଳେ ନିଜ ଘରର ସୁରକ୍ଷା ନେଇ ନିବେଦନ କଲେ ପୁଲିସ କମିଶନର।