ପାରିବାରିକ କଳହରୁ ବାପାକୁ ହତ୍ୟା କଲା ପୁଅ

ସମ୍ବଲପୁର ଜିଲ୍ଲା ଖଲ୍ଲିକୋଟ ତୋଟା ଗାଁରେ ଏହି ଘଟଣା ଘଟିଥିବା ବେଳେ ବାପାକୁ ୨ ପୁଅ ଓ ମାଆ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ତରବରିଆ ଭାବେ ଶବ ଦାହ ପାଇଁ ଉଦ୍ୟମ ବେଳେ ପୁଲିସ ରୋକିଛି।
ଅଭିଯୁକ୍ତ ୨ ପୁଅ ଓ ମାଆକୁ ଅଟକ ରଖି ପରାଉଚରା କରୁଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version