ପାରିବାରିକ କଳହକୁ ନେଇ ଜୀବନ ହାରିଲେ ଦମ୍ପତି

ଯାଜପୁର ଜିଲ୍ଲା ଭକଣ୍ଡରୀରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି।

ମୃତ ଦମ୍ପତ୍ତି କେଶବ ବେହେରା ଓ ସ୍ତ୍ରୀ ଝୁନୁଲତା ବେହେରା । ସ୍ବାମୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛି। ପାଣିକୋଇଲି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version