ପାରାଦୀପ ପୋର୍ଟ ହସ୍ପିଟାଲରେ ରୁଷୀୟ ନାଗରିକଙ୍କ ମୃତଦେହ

ଜାହାଜ ବର୍ଥିଙ୍ଗ କରିବା ପରେ ବିଳମ୍ବିତ ରାତିରେ ମୃତଦେହ ପହଞ୍ଚିଥିବା ବେଳେ ଆଜି କୁଜଙ୍ଗ କିମ୍ବା କଟକ ଏସସିବି ନି‌ଆଯାଇ ପୋଷ୍ଟମର୍ଟମ କରାଯିବ।

କର୍ତ୍ତୃପକ୍ଷଙ୍କ ଏଜେଣ୍ଟ ସଂସ୍ଥାର ଏତଲା ପରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସାମୁଦ୍ରିକ ଥାନା ପୁଲିସ ଜାହାଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ପୋର୍ଟ ଆଙ୍କରେଜ୍‌ରେ ଥିବା ଜାହାଜରୁ ମୃତଦେହ ମିଳିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes