ପାରାଦୀପରେ ହେବ କେମିକାଲସ ୟୁନିଟ

ଜଗତସିଂହପୁର ଜିଲ୍ଲାର ପାରାଦୀପରେ ସାଇ ବଲକ ବ୍ୟାଗ୍ସ ପ୍ରାଇଭେଟ ଲିମିଟେଡ଼ କେମିକାଲଶ ଏବଂ ଫାଇନ ଫେବ୍ରିକ ସାକ୍ସର ଉତ୍ପାଦନ ୟୁନିଟ 135.95 କୋଟି ଟଙ୍କା ନିବେଶରେ କରିବ l ଏହି ଦୁଇଟି ୟୁନିଟରେ ମୋଟ 561 ଜଣଙ୍କୁ ନିଯୁକ୍ତି ମିଳିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes