ଆଞ୍ଚଳିକ ଖଣ୍ଡାଧାର ମହିଳା ମହାସଂଘ ପକ୍ଷ ରୁ ଆଜି ପାରମ୍ପାରିକ ବିହନର ସୁରକ୍ଷା ଓ ସଂରକ୍ଷଣ ଉପରେ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ମହାସଂଘର ସଭାପତି ଭାରତୀ ଦେହୁରୀ ଓ ଉପ ସଭାପତି ମାଳତୀ ଦେହୁରୀ ଅତିଥି ଭାବରେ ଯୋଗ ଦେଇଥିଲେ।
ରାକମ୍ ଗ୍ରାମର ଭୌମ୍ୟ ସମାଜର ସଭାପତି ଉପେନ୍ଦ୍ର ନାୟକ,ଭୂୟାଁ ସମାଜର କୋଷାଧ୍ୟକ୍ଷ ଭରତ ଦେହୁରୀ, ମହିଳା ଚାଷୀ ହିରାମଣି ନାୟକ, ଭୂୟାଁପିଢ଼ ଚାଷୀ ସଂଗଠନ ଗୋଲ୍ଡେନ ବାର୍ଲା,ପଞ୍ଚାନନ ଖମାଣିଆ, ବିଷ୍ଣୁ ଚରଣ ଦେହୁରୀ,ଵୈତାଳୁ ନାୟକ, କୀର୍ତ୍ତି ଅନୁଷ୍ଠାନ କର୍ମୀ ରୋହିତ କୁମାର ମିଶ୍ର, ଶଙ୍କର୍ଷଣ ଗିରି, ଜୟନ୍ତୀ ସାହୁ ଉପସ୍ଥିତ ଥିଲେ।