ପାନୀୟ ଜଳ ଯୋଗାଣ ଦାବିନେଇ ସିପିଆଇ ପକ୍ଷରୁ ବିକ୍ଷୋଭ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବୋରୋଗୁଡ଼ା ଗ୍ରାମରେ ପାନୀୟ ଜଳ ଯୋଗାଣ ଦାବିନେଇ ଆଜି ସିପିଆଇ ତରଫରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦଳର ସମ୍ପାଦକ ଅକ୍ଷୟ ମେହେରଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏଥିରେ ସାମିଲ ହୋଇ ଏକ ବିରାଟ ଶୋଭାଯାତ୍ରାରେ ଆସି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes