ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ପକ୍ଷରୁ ନବ ନିର୍ବାଚିତ ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ ମାନଙ୍କୁ ନେଇ ପାନୀୟ ଜଳ ଓ ପରିମଳ ସଂମ୍ପର୍କୀତ ସ୍ଵତନ୍ତ୍ର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି କର୍ମଶାଳାରେ ବିଧାୟକ ପ୍ରକାଶ ସରେନ , ବ୍ଳକ ଅଧ୍ୟକ୍ଷା ସୁଧନ୍ୟା ନୀଏକ, ବିଡ଼ିଓ ମାନସ ରଂଜନ ସାମଲ ପ୍ରମୁଖ ଉପସ୍ଥିତ ରହି ମେଗାଜଳ ପ୍ରକଳ୍ପ ସଂମ୍ପର୍କରେ ଆଲୋଚନା କରିଥିଲେ।