ପାତାଳୀ ଶ୍ରୀକ୍ଷେତ୍ରରେ ଭାଗ୍ୟଜ୍ୟୋତି ପରମେଶ୍ବରୀ ପଞ୍ଜିକା ଉନ୍ମୋଚିତ

ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ଠାରେ ଶନିବାର ଭାଗ୍ୟଜ୍ୟୋତି ଗବେଷଣା କେନ୍ଦ୍ର ଓ କୋଶଳ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପାହାଡ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଠାରେ ଚଳିତ ବର୍ଷର ଭାଗ୍ୟଜ୍ୟୋତି ପରମେଶ୍ବରୀ ଖଡିରତ୍ନ ପଞ୍ଜିକାକୁ ଅର୍ପଣ କରଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାର ବିଶିଷ୍ଟ ଜ୍ୟୋତିର୍ବିଦ ତଥା ପାଞ୍ଜି ଗଣକ ମେଡେନ କୁମାର ବିଶି ଏଥିରେ ପୌରୋହିତ୍ୟ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes