ପାତାଳୀ ଶ୍ରୀକ୍ଷତ୍ରରେ ଘୋଷ ଯାତ୍ରା ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷତ୍ରରେ ଘୋଷ ଯାତ୍ରା ପାଳିତ ହୋଇଯାଇଛି । ଶ୍ରୀଜୀଉ ମାନେ ୨୦୦ ଫୁଟ ଉଚ୍ଚ ଛଳିଆ ପାହାଡର ପାଦ ଦେଶକୁ ପହଣ୍ଡିରେ ଆସି ଘୋଷ ଯାତ୍ରାରେ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes