ପାଣି ସମସ୍ୟା ଦୂର ପାଇଁ ସରପଞ୍ଚଙ୍କୁ ଦାବିପତ୍ର

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କ୍ଷେମାଲୋଏ ଗ୍ରାମ ପଞ୍ଚାୟତର ନାକଡେଇଁ, ପଞ୍ଚାୟତ ସାମ୍ନା ଆଦି ସ୍ଥାନରେ ପାଣିର ଅସୁବିଧା ଥିବା କୋଶଲ ଯୁବ ସମନ୍ୱୟ କମିଟି ଦାବି କରିଛି ।

ପାଣି ସମସ୍ୟା ନେଇ ଆଜି କ୍ଷେମାଲୋଏ ସରପଞ୍ଚ ଯଶୋବନ୍ତ ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes