ପାଣି ପାଇଁ ଡହଳ ବିକଳ ନମକାନୀବାସୀ

ତେଲକୋଇ ବ୍ଲକ ଅନ୍ତର୍ଗତ ବିମଳା ପଞ୍ଚାୟତର ନମକାନୀ ଗ୍ରାମରେ ଜଳାଭାବ ଯୋଗୁଁ ଗ୍ରାମବାସୀ ପାଣି ପାଇଁ ଢହଳ ବିକଳ ହେଉଛନ୍ତି।

ଏଥିପାାଇଁ ବସୁଧା ଜଳ ଯୋଗାଣ ଯୋଜନାରେ ୨୨ ଲକ୍ଷ ଟଙ୍କାର ସୋଲାର ବ୍ୟବସ୍ଥା କରାଯାଇ ଏକ ଟାଙ୍କି ନିର୍ମାଣ କରାଯାଇଛି । ହେଲେ ଦିର୍ଘ ଦିନରୁ ଏହା ଅଚଳ ହୋଇପଡ଼ିଥିବା ବେଳେ ଗ୍ରାମରେ ଥିବା ୨ ଟି ନଳକୂପ ଅଚଳ ହୋଇପଡିଛି। କେବଳ ଗୋଟିଏ ନଳକୂପ ଉପରେ ସମସ୍ତେ ନିର୍ଭର କରୁଥିବାରୁ ପାନୀୟ ଜଳ ପାଇ ଲମ୍ବା ଲାଇନରେ ମହିଳା ମାନଙ୍କୁ ଅପେକ୍ଷା କରିବାକୁ ପଡୁଛି ବୋଲି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes