ପାଣିରେ ଭାସି ଉଡ଼ାଇଲେ ତ୍ରିରଙ୍ଗା

ଜଳଯୋଗ ଶିକ୍ଷକ ଅଶୋକ ବରାଳ ଆଜି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଙ୍ଗ ପୁଲ ଜଳରେ ଭାସମାନ ଅବସ୍ଥାରେ ରହି ନିଆରା ଢଙ୍ଗରେ ତ୍ରିରଙ୍ଗା ଉଡାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes