କୋରାପୁଟ ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର କୋଲାବ ଜଳ ଭଣ୍ଡାରରେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସମସ୍ତେ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର।
ଦଶମ ପରୀକ୍ଷା ଦେଇ ସାରିଥିଲେ, କାହିଁକି ଜଳଭଣ୍ଡାରକୁ ଯାଇଥିଲେ ଅସ୍ପଷ୍ଟ ରହିଛି।
Credible Local News of Odisha